HRA Form Download Get link Facebook X Pinterest Email Other Apps April 02, 2024 Cirtificate And Declaration Furnished By A Candidate GOVT. Employee For The Grant Of House Rent AllowanceForm Download Get link Facebook X Pinterest Email Other Apps Comments
Odia Letter English Spelling a aa and nka nkha juktakhyara April 02, 2024 କ ka ଖ kha ଗ ga ଘ gha ଙ na ଚ ca ଛ cha ଜ ja ଝ jha ଞ na ଟ ta ଠ tha ଡ଼ da ଢ dha ଣ na ତ ta ଥ tha ଦ da ଧ dha ନ na ପ pa ଫ pha ବ ba ଭ bha ମ ma ଯ ya ର ra ଳ la ଵ va wa ଶ şa ଷ sa ସ sa ହ ha କ୍ଷ ksha ୟ ya ଲ la କ୍କ kka କ୍ଟ kta କ୍ତ kta କ୍ର kra କ୍ଷ ksa... Read more
ଗଣନା ଏଜେଣ୍ଟ ନିଯୁକ୍ତି ଫର୍ମ April 02, 2024 Ganana agent nijukti form Election votes Counting agents posting form Read more
ପଦଧ୍ବନୀ Pada Dwani Kabita Odia Lyrics August 05, 2024 *ପଦଧ୍ବନୀ* ପରିବେଶ ଆଜି କଳୁଷିତ ଯୋଗୁ ବିପଦର ପଦଧ୍ବନୀ , ପ୍ରତି ପଦକ୍ଷେପେ ଶୁଣାଯାଏ ଭବେ ପାରୁନ କି ଏହା ଜାଣି । କେରଳର ଓ୍ବାୟନାଡ଼ ଠାରେ ଆଜି ଘଟିଲା ଯେଉଁ ପ୍ରଳୟ , ଶତାଧିକ ଜନ ସାଥେ ପଶୁ ପକ୍ଷୀ ଙ୍କର ହେଲା ପ୍ରାଣ କ୍ଷୟ । ଆରବ ସାଗରେ ଉତ୍ତପ୍ତ ବାୟୁର ପ୍ରଭାବରେ ଘୋର ବର୍ଷା , ଅତ୍ଯଧିକ ବୃଷ୍ଟି ଯୋଗୁ ଭୁସ୍ଖଳନ ପାଇଁ ହୋଇଛି ଦୁର୍ଦ୍ଦଶା । ହିମ ଗ୍ଳାସିଅର ତରଳି ଯାଉଛି ଅତ୍ଯଧିକ ଉତ୍ତାପରୁ , ଶ୍ରାବଣରେ ବର୍ଷା ଅଭାବ ଘଟୁଛି ପରିବେଶ କାରଣରୁ । ଜଙ୍ଗଲ ଜମିର କ୍ଷୟ ଘଟୁଅଛି ବୃକ୍ଷଶୂନ୍ଯ ହୁଏ ଧରା , ବର୍ଷା ଶୀତ ଆଉ ବସନ୍ତ ପ୍ରଭାବ ଧରାରେ ପଡ଼ୁନି ପରା । ବର୍ଜ୍ଯଜଳ ସାଥେ ପ୍ଳାଷ୍ଟିକର ବର୍ଜ୍ଯ ସରିତ ସାଗରେ ମିଶି , ଉଦ୍ଭିଦ ଜୀବ ଓ ଜଳଜୀବଙ୍କର ଘଟାଉଛି କେତେ କ୍ଷତି । ଭୂତଳ ଜଳର ପରିମାଣ ହ୍ରାସ ଉଦବେଗର କାରଣ , ବାତ୍ଯା ବନ୍ଯା ଭୂମିକମ୍ପ ସାଥେ ରୋଗ ଆଦି ଯେତେ ବିଲକ୍ଷଣ । କେତେ ପଶୁ ପକ୍ଷୀ ବୃକ୍ଷଲତା ଆଦି ହୋଇ ଗଲେଣି ବିଲୁପ୍ତ , ପ୍ରକୃତି କ୍ରମଶଃ ଭୟଙ୍କର ହୋଇ ଦେଖାଏ ତା'ର ପ୍ରକୋପ । ଏତେ ପରେ ମଧ୍ଯ ଚେତୁନି ମଣିଷ ଯୁଦ୍ଧରେ ଯାଉଛି ମାତି , ରାସାୟନିକ କ୍ଷେପଣାସ୍ତ୍ର ଛାଡ଼ି ସେ ପରିବେଶ କରେ କ୍ଷତି । ଏବେ ବି ସମୟ ଅଛି ବନ୍ଧୁଗଣ ହୋଇବାରେ ସଚେତନ , ଦୁର୍ଦ୍ଦିନର ପଦଧ୍ବନୀ ରୋକିବାକୁ ପରିବେଶ ସଂରକ୍ଷଣ । ଆବର୍ଜନା ମୁକ୍ତ କରିବା ଭୂପୃଷ୍ଠ ଜଳ ବାୟୁ ଧରି ସାଥେ , ପରିବେଶ ସ୍ବଚ୍ଛ ରଖି ଭଜୁଥିବା ଆମ ସୁଖ ଆମ ହାତେ ... Read more
Comments
Post a Comment